Meaning : ଅସାବଧାନ ରହିବା ଅବସ୍ଥା
Example :
ଅସାବଧାନତା ଯୋଗୁଁ ମୋହନର ଗୋଟିଏ ଗାଡ଼ି ସହିତ ଧକ୍କା ହେଲା
Synonyms : ଅମନଯୋଗିତା, ଅସାବଧାନତା, ସାବଧାନହୀନତା
Translation in other languages :
Meaning : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
Example :
ସେ ଭାରି ଉଦାସ ଦେଖାଯାଉଛି
Synonyms : ଅପ୍ରସନ୍ନତା, ଅସନ୍ତୁଷ୍ଟି, ଉଦାସ, ଉଦାସତା, ଉଦାସୀନତା
Translation in other languages :
उदास होने की अवस्था या भाव।
उसके चेहरे पर उदासी छायी हुई थी।