Meaning : ଅନ୍ନରେ ତିଆରି ହୋଇଥିବା ତ୍ୱଚାରୁ ନେଇ ବୀର୍ଯ୍ୟ ପର୍ଯ୍ୟନ୍ତ ସମୁଦାୟ
Example :
ଅନ୍ନମୟ-କୋଷର ପାଳନପୋଷଣ ଅନ୍ନରେ ହୋଇଥାଏ
Translation in other languages :
अन्न से बना हुआ त्वचा से लेकर वीर्य तक का समुदाय।
अन्नमय-कोष का पालन-पोषण अन्न से होता है।