Meaning : ଶିକ୍ଷାପ୍ରାପ୍ତ କରିବାପାଇଁ ଗୁରୁଙ୍କପାଖରେ ବା ସାଙ୍ଗରେ ରହୁଥିବା ଶିଷ୍ୟ ବା ଚେଲା
Example :
ପ୍ରାଚୀନକାଳରେ ଅନ୍ତେବାସୀଙ୍କ ପାଇଁହିଁ ଶିକ୍ଷା ସୁଲଭ ଥିଲା
Translation in other languages :
A pupil who lives at school during term time.
boarderMeaning : ଗାଁ ବାହାରେ ବସବାସ କରୁଥିବା ଗୋଷ୍ଠୀ ବା ସମାଜ
Example :
ଅନ୍ତେବାସୀ ବେଳେବେଳେ ଗାଁକୁ ମଧ୍ୟ ଆସନ୍ତି
Synonyms : ଅଂତେବାସୀ
Translation in other languages :
गाँव के बाहर बसने वाला वर्ग या समाज।
अंतावशायी कभी-कभी गाँव भी आ जाते हैं।Meaning : ଯେ ଗୁରୁକୁଳରେ ରହେ
Example :
ଗୁରୁକୁଳବାସୀ ବିଦ୍ୟାର୍ଥୀ ହୋଇ କୃଷ୍ଣ ଜ୍ଞାନ ଲାଭ କରିଥିଲେ
Synonyms : ଗୁରୁକୁଳବାସୀ
Translation in other languages :
जो गुरुकुल में रहता हो।
कृष्ण ने गुरुकुलवासी विद्यार्थी बनकर ज्ञान प्राप्त किया।