Subscribe
URL of the page has been copied to clipboard.
Meaning : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ
Example : ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ
Synonyms : ଅନ୍ତ, ଇତି, ଉପସଂହାର, ଶେଷଭାଗ
Translation in other languages :हिन्दी
किसी घटना आदि का निष्पादनीय या अंतिम भाग।
Install App