Meaning : ବହୁତ ଦୂର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଚାଲିଯାଇଥିବା ପୃଥିବୀର ସେହି ଅଂଶ
Example :
ଉତ୍ତମାଶା ଅନ୍ତରୀପ କେପ୍ଟାଉନର ପଶ୍ଚିମରେ ଅବସ୍ଥିତ
Synonyms : ଅଂତରୀପ
Translation in other languages :
Meaning : ଚାରିପାଖ ଜଳଦ୍ୱାରା ଘେରାହୋଇଥିବା ସ୍ଥଳ ବା ଜମି ଯାହା ମହାଦ୍ୱୀପ ଠାରୁ ଛୋଟ
Example :
ସମୁଦ୍ରରେ ବହୁ ଛୋଟ ବଡ଼ ଦ୍ୱୀପ ଅଛି
Translation in other languages :
A land mass (smaller than a continent) that is surrounded by water.
island