Subscribe
URL of the page has been copied to clipboard.
Meaning : ଦୁଇଟି ବିନ୍ଦୁ ମଝିରେ ଥିବା ସ୍ଥାନ ବା ସମୟ
Example : କାର୍ଯ୍ୟ ମଝିରେ ସେ ଘରକୁ ଚାଲିଗଲା
Synonyms : ମଝି
Translation in other languages :हिन्दी English
दो बिंदुओं के बीच का स्थान या समय।
A definite length of time marked off by two instants.
Meaning : ଦୁଇଟି ଘଟଣା ଆଦିର ମଧ୍ୟବର୍ତ୍ତୀ ସମୟ
Example : ବହୁତ ଦିନ ପର୍ଯ୍ୟନ୍ତ ଆପଣ କାର୍ଯ୍ୟାଳୟ ଆସିନାହାନ୍ତି, ଏ ମଧ୍ୟରେ ଆପଣ କେଉଁଠି ଥିଲେ?
Synonyms : ମଝି, ମଧ୍ୟ
Translation in other languages :हिन्दी
दो घटनाओं आदि के बीच का समय।
Install App