Subscribe
URL of the page has been copied to clipboard.
Meaning : ମନର ସେହି ଶକ୍ତି ଯାହାଦ୍ୱାରା ଭଲମନ୍ଦର ସଠିକ୍ ଓ ସ୍ପଷ୍ଟ ଜ୍ଞାନ ମିଳେ
Example : ଅନ୍ତରାତ୍ମାରୁ ବାହାରିଥିବା କଥା ସତ ହୁଏ
Synonyms : ଅନ୍ତଃକରଣ, ଅନ୍ତରାତ୍ମା, ଅନ୍ତର୍ମନ, ହୃଦୟ
Translation in other languages :हिन्दी English
शरीर की वह आंतरिक अमूर्त सत्ता जिसमें भले-बुरे का ठीक और स्पष्ट ज्ञान होता है।
The locus of feelings and intuitions.
Install App