Meaning : କହାରିକୁ ଅନୁସରଣ କରିବା
Example :
ପୋଲିସ ବହୁତ ସମୟ ପର୍ଯ୍ୟନ୍ତ ଚୋରର ପିଛା କଲା
Synonyms : ଅନୁଧାବନ କରିବା, ପିଛା କରିବା
Translation in other languages :
Meaning : କାହା ପଛରେ ଚାଲିବା
Example :
ପିଲାଟି ତା ମା ପଛରେ ଚାଲୁଛି
Synonyms : ଅନୁଗମନ କରିବା, ପଛରେ ଚାଲିବା
Translation in other languages :
To travel behind, go after, come after.
The ducklings followed their mother around the pond.