Meaning : ଅତି ଧ୍ୟାନର ସହ ଦେଖିବାର ପ୍ରକ୍ରିୟା
Example :
ବିଦ୍ୟାର୍ଥୀ ପ୍ରୟୋଗଶାଳାରେ ଅନୁସନ୍ଧାନ କରୁଛନ୍ତି
Translation in other languages :
The act of noticing or paying attention.
He escaped the notice of the police.Meaning : ହଜିଯାଇଥିବା ବା ଲୁଚି ରହିଥିବା ବସ୍ତୁକୁ ପାଇବାପାଇଁ କାହାରି ଶରୀର ବା ଘର ଆଦି ପରୀକ୍ଷା କରିବା
Example :
ଉଡ଼ାଜାହାଜରେ ଚଢ଼ିବାପୂର୍ବରୁ ଲୋକମାନଙ୍କୁ ଯାଞ୍ଚ କରାଯାଏ
Synonyms : ତନଖି, ତଲାସ, ପରଖ, ଯାଞ୍ଚ
Translation in other languages :
खोई या छिपाई हुई वस्तु को पाने के लिए किसी के शरीर या घर आदि की जाँच-पड़ताल।
हवाई यात्रा करने से पूर्व लोगों की तलाशी ली जाती है।