Meaning : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
Example :
ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
Synonyms : ପ୍ରଶାସନ, ଶାସନ, ଶାସନବ୍ୟବସ୍ଥା
Translation in other languages :
राज्य के कार्यों का प्रबंध और संचालन।
आजकल देश का शासन भ्रष्टाचारियों के हाथ में है।Meaning : ମହାଭାରତର ଗୋଟିଏ ପର୍ବ
Example :
ଆଜି କଥାକାର ଅନୁଶାସନ ପର୍ବର ବ୍ୟାଖ୍ୟା କରିବାକୁ ଯାଉଛନ୍ତି
Synonyms : ଅନୁଶାସନ ପର୍ବ
Translation in other languages :
Meaning : ସେହି ନିୟମ ଯାହା କୌଣସି ସଂସ୍ଥା ବା ଗୋଷ୍ଠୀର ସଦସ୍ୟମାନଙ୍କୁ ନିୟମ ପୂର୍ବକ ଯଥାର୍ଥ ଆଚରଣ ବା କାର୍ଯ୍ୟ କରିବାକୁ ବାଧ୍ୟ କରେ
Example :
ଅନୁଶାସନ ଦେଶକୁ ମହାନ୍ କରେ
Synonyms : ନିୟମପାଳନ
Translation in other languages :