Meaning : ଅଳ୍ପ ଉର୍ବର ଜମି
Example :
ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି
Synonyms : ଅନୁର୍ବର ଭୂମି
Translation in other languages :
Meaning : ଯେଉଁ ଜମିର ଉର୍ବରଶକ୍ତି କମିଯାଇଛି
Example :
କୃଷକ ଅନୁର୍ବର ଜମିରେ ଗୋବର ଖତ ପକାଉଛି
Synonyms : ନୀରସା ଜମି
Translation in other languages :
Meaning : ଯେଉଁ ଅନୁର୍ବର ଜମି ତିନି ବର୍ଷ ହେଲା ଚାଷ ହୋଇନାହିଁ
Example :
କୃଷକ ଟାଙ୍ଗର ଜମିକୁ ଉର୍ବର କରିବାପାଇଁ ତା ଉପରେ ଗୋବର ଖତ ପକାଉଛି
Synonyms : ଟାଙ୍ଗର ଜମି
Translation in other languages :
Meaning : ଯେଉଁ ଭୂମିରେ ଜୀବାଶ୍ମ ଅଧିକ ଏବଂ ଚାଷପାଇଁ ଯୋଗ୍ୟ ନୁହେଁ
Example :
ବହୁତ ଦିନ ପର୍ଯ୍ୟନ୍ତ ଚାଷ ନ କରିବାରୁ ଏହି ଜମି ଅନୁର୍ବର ହୋଇଯାଇଛି
Synonyms : ଉସର ଜମି, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି
Translation in other languages :