Meaning : କାହାରିଠୁ କୌଣସି ବସ୍ତୁ ଆଣିବା, ତିଆରିକରିବା ବା କୌଣସି କାମ କରିବାପାଇଁ କହିବା ବା ଅନୁରୋଧ କରିବାର ପ୍ରକ୍ରିୟା
Example :
ସେ ନୃତ୍ୟାଙ୍ଗନାଦ୍ୱାରା ନିଜର ମନପସନ୍ଦ ଗୀତ ଗାଇବାପାଇଁ ଅନୁରୋଧ କଲେ
Translation in other languages :
Meaning : କୌଣସି କଥାପାଇଁ ବିନୟପୂର୍ବକ କରାଯାଉଥିବା ଅନୁରୋଧ
Example :
କାହାର ଅନୁରୋଧ ଏଡ଼ିଦେବା ଭଲକଥା ନୁହେଁ
Translation in other languages :