Subscribe
URL of the page has been copied to clipboard.
Meaning : ଯେ ପ୍ରେମରେ ଆସକ୍ତ
Example : ପ୍ରେମାସକ୍ତ ପୁରୁରବାଙ୍କପାଇଁ ଉର୍ବଶୀ ସ୍ୱର୍ଗ ଛାଡି ପୃଥିବୀକୁ ଆସିଥିଲେ
Synonyms : ଅନୁରକ୍ତ, ଅନୁରାଗଯୁକ୍ତ, ଆଶକ୍ତ, ପ୍ରେମଯୁକ୍ତ, ପ୍ରେମାଶକ୍ତ
Translation in other languages :हिन्दी English
जो प्रेम में आसक्त हो।
Associated in an exclusive sexual relationship.
Install App