Subscribe
URL of the page has been copied to clipboard.
Meaning : ଯାହା ରଙ୍ଗ କରାଯାଇଛି
Example : ଝିଅଟିର ମେହେନ୍ଦି ରଞ୍ଜିତ ହାତ ଅତି ସୁନ୍ଦର ଦିଶୁଥିଲା
Synonyms : ଅଭିରଞ୍ଜିତ, ରଞ୍ଜିତ
Translation in other languages :हिन्दी
रंगा हुआ।
Meaning : ପ୍ରୀତିଦ୍ୱାରା ପ୍ରମୁଦିତ କରାହେବା
Example : ଅନୁରଞ୍ଜିତ ଦମ୍ପତ୍ତିଙ୍କ ଚେହେରା ପ୍ରସନ୍ନ ହୋଇଥିଲା
Synonyms : ଅନୁଲିପ୍ତ, ଅଭିରଞ୍ଜିତ
प्रीति से प्रमुदित किया हुआ।
Install App