Meaning : ଅନୁମାନରୁ ସିଦ୍ଧ ବା ପ୍ରମାଣିତ
Example :
ସେ ଅନୁମାନସିଦ୍ଧ ଜୁଆ ହାରିଗଲା
Translation in other languages :
Meaning : ଅନୁମାନ ଯୋଗ୍ୟ
Example :
ଆପଣ କିଛି ଅନୁମାନସିଦ୍ଧ ପଦାର୍ଥଗୁଡ଼ିକର ତାଲିକା ତିଆରି କରନ୍ତୁ
Synonyms : ଅନୁମାନଯୋଗ୍ୟ
Translation in other languages :