Meaning : ହୃଦୟଙ୍ଗମ କରିବା
Example :
ମୋତେ ବହୁତ ଥଣ୍ଡା ଲାଗୁଛି
Synonyms : ହୃଦୟଙ୍ଗମ କରିବା
Translation in other languages :
Meaning : କିଛି ଅନୁଭବ କରିବା ବା ବୋଧ କରିବା
Example :
ଏହି ଦୁଇ ବର୍ଷ ଭିତରେ ମୁଁ ବହୁତ କିଛି ଅନୁଭବ କଲି
Synonyms : ଅଙ୍ଗେ ନିଭାଇବା, ହୃଦୟଙ୍ଗମ କରିବା
Translation in other languages :
किसी प्रकार की स्थिति में रहकर उसका अनुभव या ज्ञान प्राप्त करना अथवा उस स्थिति का भोग करना या बोध करना।
इन दो सालों में मैंने बहुत कुछ अनुभव किया है।Meaning : ଜ୍ଞାନେନ୍ଦ୍ରିୟଦ୍ୱାରା ଜ୍ଞାନପ୍ରାପ୍ତ କରିବା
Example :
ମୁଁ ଗରମ ଅନୁଭବ କରୁଛି
Synonyms : ଅନୁଭୂତ ହେବା, ଜ୍ଞାନ କରିବା, ବୋଧ କରିବା
Translation in other languages :
Meaning : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
Example :
ଏହି ଖବର ଆପଣଙ୍କଦ୍ୱାରା ଜାଣିଲି ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
Synonyms : ଅଙ୍ଗେ ନିଭେଇବା, ଉପଲବ୍ଧି କରିବା, ଜାଣିବା
Translation in other languages :