Meaning : କୌଣସି ପ୍ରାପ୍ତ ଆଜ୍ଞାର ଠିକ ପାଳନ
Example :
ଚପରାସୀର ଆଦେଶ ଅନୁପାଳନରେ ବ୍ୟାଙ୍କ ମ୍ୟାନେଜର ଖୁସିଥିଲେ
Synonyms : ଆଦେଶ ଅନୁପାଳନ
Translation in other languages :
Meaning : କୌଣସି ପତ୍ର ବା ଖବରକୁ ଠିକ ସ୍ଥାନରେ ପହଞ୍ଚାଇବା କାର୍ଯ୍ୟ
Example :
ସେ ଅନୁପାଳନ ପାଇଁ କପୋତ ପାଳିଛନ୍ତି
Translation in other languages :
किसी पत्र या आज्ञा को उचित स्थान पर पहुँचाने का कार्य।
उसने अनुपालन के लिए कबूतर पाल रखे हैं।The act of causing something to go (especially messages).
sending