Meaning : କାହା ପଛରେ ଲାଗି ରହିବା କ୍ରିୟା
Example :
ପୋଲିସ ଚୋରର ପିଛାକରି ତାକୁ ଧରିଲା
Synonyms : ପିଛା
Translation in other languages :
Meaning : ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ
Example :
ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍
Synonyms : ଅନୁକରଣ, ଅନୁସରଣ, ନକଲ
Translation in other languages :
The act of imitating the behavior of some situation or some process by means of something suitably analogous (especially for the purpose of study or personnel training).
simulationMeaning : ମୃତ ପତି ସହିତ ବିଧବାର ସତୀ ହେବାର କ୍ରିୟା
Example :
ଆଜି ବି କେତେକ ସ୍ଥାନରେ ସ୍ତ୍ରୀମାନଙ୍କୁ ଅନୁଗମନ ନିମନ୍ତେ ବାଧ୍ୟ କରା ଯାଉଛି
Translation in other languages :
The act of a Hindu widow willingly cremating herself on the funeral pyre of her dead husband.
suttee