Meaning : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା
Example :
ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ
Synonyms : ତାଲିକା, ଲିଷ୍ଟ୍, ସୂଚୀ
Translation in other languages :
किसी विषय की मुख्य-मुख्य बातों की क्रमवार दी हुई सूचना।
उसने खरीदे गये सामानों की एक सूची बनाई।Meaning : ଏକ ଗ୍ରନ୍ଥ
Example :
କାତ୍ୟାୟନ ଅନୁକ୍ରମଣିକାର ରଚୟିତା
Translation in other languages :
Meaning : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
Example :
ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ
Synonyms : ଅନୁକ୍ରମ, କ୍ରମ, ଶୃଙ୍ଖଳା
Translation in other languages :
A following of one thing after another in time.
The doctor saw a sequence of patients.