Meaning : ଯିଏ ଅନ୍ୟକୁ ଅନୁକରଣ କରେ
Example :
ନେତାଙ୍କର ଅନୁକରଣକାରୀ ସମସ୍ତଙ୍କୁ ପ୍ରଭାବିତ କଲେ
Synonyms : ଅନୁକରଣକର୍ତ୍ତା, ଅନୁକର୍ତ୍ତା, ଅନୁସରଣକାରୀ
Translation in other languages :
वह जो अनुकरण करता हो।
नेता के अनुकर्त्ता ने सबको प्रभावित किया।Meaning : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
Example :
ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
Synonyms : ନକଲକାରୀ
Translation in other languages :
Meaning : କାହାର ସମାନ ଆଚରଣ କରିବା ବ୍ୟକ୍ତି
Example :
ଏଠାରେ ଅନୁକରଣକାରୀ ଲୋକଙ୍କର କେଉଁଠାରେ ଅଭାବ
Translation in other languages :
Going or proceeding or coming after in the same direction.
The crowd of following cars made the occasion seem like a parade.Meaning : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
Example :
ମାଙ୍କଡ଼ ବହୁତ ନକଲକାରୀ
Synonyms : ନକଲକାରୀ
Translation in other languages :
Meaning : ଅନୁକରଣ କରୁଥିବା ବ୍ୟକ୍ତି
Example :
ପିଲାମାନେ ବଡ଼ଲୋକଙ୍କ ଅନୁକରଣକାରୀ ହୁଅନ୍ତି
Synonyms : ଅନୁସରଣକାରୀ
Translation in other languages :
अनुकरण करने वाला।
बच्चे बड़ों के अनुकर्त्ता होते हैं।