Meaning : ନିୟନ୍ତ୍ରଣର ଅଭାବ
Example :
ଅନିୟନ୍ତ୍ରଣ କାରଣ ଯୋଗୁଁ ପିଲାଟି ବିଗିଡ଼ି ଗଲା
Synonyms : ନିୟନ୍ତ୍ରଣ ହୀନତା
Translation in other languages :
Meaning : ନିୟନ୍ତ୍ରଣହୀନ ହେବା ଅବସ୍ଥା ବା ଭାବ
Example :
ନିୟନ୍ତ୍ରଣହୀନତା ଯୋଗୁଁ ସମାଜରେ ଅରାଜକତା ବ୍ୟାପି ଯାଉଛି
Synonyms : ଢିଲା ପଣିଆ, ନିୟନ୍ତ୍ରଣହୀନତା
Translation in other languages :
नियंत्रणहीन होने की अवस्था या भाव।
नियंत्रणहीनता से समाज में अराजकता फैल जाती है।