Meaning : ଅପକାର କରିବା ବାଲା ବ୍ୟକ୍ତି
Example :
ଅପକାରୀ କେବେ ସୁଖୀ ରହେନାହିଁ
Synonyms : ଅନର୍ଥକାରୀ, ଅପକର୍ତ୍ତା, ଅପକାର କର୍ତ୍ତା, ଅପକାରକ, ଅପକାରୀ
Translation in other languages :
अपकार करने वाला व्यक्ति।
अपकारी कभी सुखी नहीं रहता है।Meaning : ଯାହା କଲ୍ୟାଣକାରୀ ନୁହେଁ
Example :
ଭୂତପ୍ରେତଙ୍କ ପୂଜା କରିବା ଆପଣଙ୍କ ନିମନ୍ତେ ଅମଙ୍ଗଳକାରୀ
Synonyms : ଅକଲ୍ୟାଣକାରୀ, ଅମଙ୍ଗଳକାରୀ, ଅଶୁଭକାରୀ, ଅହିତକାରୀ
Translation in other languages :
Having or exerting a malignant influence.
Malevolent stars.