Meaning : ହିତର ବିରୋଧୀ ଭାବ
Example :
କାହାର ଅନିଷ୍ଟ ଚିନ୍ତା କରିବା ଉଚିତ୍ ନାହିଁ
Translation in other languages :
Meaning : ଯାହା ଶୁଭ ନୁହେଁ
Example :
ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ
Synonyms : ଅମଙ୍ଗଳ, ଅରିଷ୍ଟ, ଅଶୁଭ
Translation in other languages :
Marked by or promising bad fortune.
Their business venture was doomed from the start.