Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଅନିଳ from ଓଡ଼ିଆ dictionary with examples, synonyms and antonyms.

ଅନିଳ   ବିଶେଷ୍ୟ

Meaning : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି

Example : ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ

Synonyms : ଜୀବନ, ପବନ, ପ୍ରାଣ, ବାୟୁ, ମରୁତ, ସମୀର


Translation in other languages :

Meaning : ପବନର ଅଧିପତିରୂପେ ଗ୍ରହଣ କରାଯାଉଥିବା ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା

Example : ବେଦଗୁଡ଼ିକରେ ବି ପବନଦେବତାଙ୍କୁ ପୂଜାକରିବା ବିଧି ରହିଛି

Synonyms : ପବନଦେବ, ପବନଦେବତା, ବାୟୁଦେବ, ମରୁତ


Translation in other languages :

हिन्दू धर्मग्रंथों में वर्णित एक देवता जो हवा के अधिपति माने जाते हैं।

वेदों में भी पवनदेव के पूजन का विधान है।
अजिर, अध्यर्ध, अनिल, जगद्बल, दैत्यदेव, पवन, पवनदेव, पवनदेवता, पवमान, मरुत, मरुत्, वायु, वायुदेव, वायुदेवता, विधु, वृष्णि, हवा