Meaning : ପ୍ରବୀଣ ନହେବାର ଅବସ୍ଥା ବା ଭାବ
Example :
ଅଦକ୍ଷତା କାରଣରୁ ଶ୍ୟାମ ଏହି କାର୍ଯ୍ୟ ଠିକ୍ ଭାବରେ କରିପାରିଲା ନାହିଁ
Synonyms : ଅକୁଶଳତା, ଅଦକ୍ଷତା, ଅପ୍ରବୀଣତା
Translation in other languages :
Having no qualities that would render it valuable or useful.
The drill sergeant's intent was to convince all the recruits of their worthlessness.