Meaning : ହଠ ଯୋଗ ଅନୁସାରେ ଶରୀର ଭିତରର ଷଡ଼ ଚକ୍ର ମଧ୍ୟରୁ ଗୋଟିଏ
Example :
ଅନାହତର ସ୍ଥାନ ବକ୍ଷ ସ୍ଥଳ ବୋଲି ଗ୍ରହଣ କରାଯାଇଛି
Synonyms : ଅନାହତ ଚକ୍ର
Translation in other languages :
हठ योग के अनुसार भीतर के छः चक्रों में से एक।
अनाहत का स्थान वक्षस्थल में माना गया है।Meaning : ଯାହାକୁ କ୍ଷତି ପହଞ୍ଚି ନାହିଁ ବା ଯେ ଆହତ ହୋଇନାହିଁ
Example :
ସୌଭାଗ୍ୟକ୍ରମେ କାର୍ ଦୁର୍ଘଟଣାରେ ସବୁଲୋକ ଅକ୍ଷତ ଭାବେ ବଞ୍ଚିଗଲେ
Translation in other languages :
Not wounded.
unwoundedMeaning : ଯାହାକୁ ଆଘାତ ବା ଧକ୍କା ଲାଗି ନଥାଏ
Example :
ଗଣ୍ଡଗୋଳରେ ଜଣେ ଅନାହତ ସୈନିକ ଆହତ ଲୋକମାନଙ୍କର ସହାୟତା କରୁଥିଲା
Translation in other languages :
Not injured physically or mentally.
uninjured