Meaning : ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି
Example :
ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ
Translation in other languages :
Someone or something who lacks support or care or supervision.
orphanMeaning : ଯାହାର କେହି ସାହାରା ନାହାନ୍ତି
Example :
ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
Synonyms : ଅବଲମ୍ବନହୀନ, ଅସହାୟ, ନିଃସହାୟ
Translation in other languages :
Lacking help.
unassistedMeaning : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି
Example :
ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା
Synonyms : ବେସାହାରା
Translation in other languages :
Having no lord or master.
Harsh punishments for sturdy vagabonds and masterless men.Meaning : ଯାହାର କେହି ମାଲିକ ନାହିଁ(ଜନ୍ତୁ)
Example :
ବାରବୁଲା କୁକୁରଙ୍କୁ ଖାସୁ କରାଗଲା
Synonyms : ବାରବୁଲା
Translation in other languages :
Meaning : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
Example :
ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
Synonyms : ଅସହାୟ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ
Translation in other languages :