Subscribe
URL of the page has been copied to clipboard.
Meaning : ନିଜ କୁଟୁମ୍ବ ବା ସମାଜରୁ ବର୍ହିଭୂତ
Example : ସେ ଅପର ଲୋକଙ୍କର ମଧ୍ୟ ସହାୟତା କରନ୍ତି
Synonyms : ଅନ୍ୟ, ଅପର, ପର, ଭିନ୍ନ
Translation in other languages :हिन्दी English
अपने कुटुम्ब या समाज से बाहर का।
Not connected by kinship.
Meaning : ଯେ ନିଜର ନୁହେଁ
Example : ଆମ ସମସ୍ତଙ୍କୁ ଦିନେ ଏହି ଅନାତ୍ମ ଜଗତକୁ ପରିତ୍ୟାଗ କରିବାକୁ ହେବ
Synonyms : ଅନାତ୍ମ, ଆତ୍ମ ରହିତ
Translation in other languages :हिन्दी
जो अपना न हो।
Install App