Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଅନାଚାର from ଓଡ଼ିଆ dictionary with examples, synonyms and antonyms.

ଅନାଚାର   ବିଶେଷ୍ୟ

Meaning : ଖରାପ ବା ଅନୁଚିତ ବ୍ୟବହାର

Example : କାହା ସହିତ କୁ-ବ୍ୟବହାର କରନାହିଁ

Synonyms : ଅସଦବ୍ୟବହାର, ଅସଦାଚାର, ଅସଦାଚାରଣ, ଅସାଧୁ ଆଚରଣ, ଅସାଧୁ ବ୍ୟବହାର, କୁ-ଆଚରଣ, କୁ-ବ୍ୟବହାର, ଦୁରାଚାର, ଦୁର୍ବ୍ୟବହାର, ମନ୍ଦ ଆଚରଣ, ହୀନ ଆଚରଣ, ହୀନ ବ୍ୟବହାର


Translation in other languages :

The practice of treating (someone or something) badly.

He should be punished for his mistreatment of his mother.
mistreatment

Meaning : ଅନ୍ୟସହିତ ବଳପୂର୍ବକ କରାଯାଉଥିବା ଅନୁଚିତ କିମ୍ବା କଷ୍ଟଦାୟକ ବ୍ୟବହାର

Example : ଭାରତୀୟମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ

Synonyms : ଅତ୍ୟାଚାର, ଅନ୍ୟାୟ, ଜୁଲୁମ୍


Translation in other languages :

Cruel or inhumane treatment.

The child showed signs of physical abuse.
abuse, ill-treatment, ill-usage, maltreatment