Meaning : ଅପକାର କରିବା ବାଲା ବ୍ୟକ୍ତି
Example :
ଅପକାରୀ କେବେ ସୁଖୀ ରହେନାହିଁ
Synonyms : ଅନିଷ୍ଟକାରୀ, ଅପକର୍ତ୍ତା, ଅପକାର କର୍ତ୍ତା, ଅପକାରକ, ଅପକାରୀ
Translation in other languages :
अपकार करने वाला व्यक्ति।
अपकारी कभी सुखी नहीं रहता है।Meaning : ଯେ ଅନର୍ଥ ବା ଧ୍ୱଂସ କରେ
Example :
ଗୁଜୁରାଟରେ ଆସିଥିବା ଅନର୍ଥକାରୀ ଭୂମିକମ୍ପ ବହୁତ ଲୋକଙ୍କୁ ଅନାଥ କରିଦେଲା
Translation in other languages :
Meaning : ଅପକାର କରିବା ଲୋକ ବା ଯେ ଅପକାଋ କରେ
Example :
ଅପକାରୀ ବ୍ୟକ୍ତି କେତେବେଳେ ବି ଶାନ୍ତିରେ ଶୋଇପାରେ ନାହିଁ
Synonyms : ଅନିଷ୍ଟକାରୀ, ଅନୁପକାରୀ, ଅପକର୍ତ୍ତା, ଅପକାରକ, ଅପକାରୀ
Translation in other languages :