Meaning : ଯେଉଁଥିରେ ଅନୁଭବର ଅଭାବ ଅଛି କିମ୍ବା ଠିକ୍ ଅନୁଭବ ବା ଜ୍ଞାନ ନାହିଁ
Example :
ଅଭିଜ୍ଞତାହୀନ କାରଣରୁ ରାମକୁ ଚାକିରୀ ମିଳୁନାହିଁ ସେ ଏହି ଖେଳରେ ଅନଭିଜ୍ଞ
Synonyms : ଅନୁଭବରହିତ, ଅଭିଜ୍ଞତାବିହୀନ, ଅଭିଜ୍ଞତାହୀନ
Translation in other languages :