Subscribe
URL of the page has been copied to clipboard.
Meaning : ପାଞ୍ଚରୁ ପନ୍ଦର ଫୁଟ ଲମ୍ବ ବହୁବର୍ଷୀୟ ଔଷଧୀୟ ଲତା ଯାହାର ଚେରରୁ କର୍ପୁର ମିଶ୍ରିତ ଚନ୍ଦନ ଭଳି ବାସ୍ନା ହୁଏ
Example : ଅନଂତମୂଳ ଭୂଇଁରେ ମାଡ଼େ ତଥା ନିକଟବର୍ତ୍ତୀ କୌଣସି ଗଛରେ ମଧ୍ୟ ମାଡ଼ିଥାଏ
Synonyms : ଅନନ୍ତମୂଳ
Translation in other languages :हिन्दी
एक बहुवर्षीय औषधीय लता जो पाँच से पंद्रह फुट लंबी होती है और जिसकी जड़ से कपूर मिले हुए चंदन-सी गंध आती है।
Install App