Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଅନଂଗ-କ୍ରୀଡ଼ା from ଓଡ଼ିଆ dictionary with examples, synonyms and antonyms.

ଅନଂଗ-କ୍ରୀଡ଼ା   ବିଶେଷ୍ୟ

Meaning : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ

Example : ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି

Synonyms : ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମିଥୁନ, ମୈଥୁନ, ରତି, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ


Translation in other languages :

Activities associated with sexual intercourse.

They had sex in the back seat.
sex, sex activity, sexual activity, sexual practice