Meaning : ଆତ୍ମା ଓ ବ୍ରହ୍ମ ସମ୍ପର୍କୀୟ ବିଚାରବିମର୍ଶ
Example :
ଆତ୍ମା ଓ ପରମାତ୍ମାଙ୍କୁ ଜାଣିବାରେ ଅଧ୍ୟାତ୍ମ ସାହାଯ୍ୟ କରେ
Synonyms : ଅଧ୍ୟାତ୍ମ ଜ୍ଞାନ, ଜ୍ଞାନ ତତ୍ତ୍ୱ, ତତ୍ତ୍ୱ ଜ୍ଞାନ, ବ୍ରହ୍ମ ବିଚାର
Translation in other languages :
आत्मा और ब्रम्ह का विवेचन।
अध्यात्म आत्मा और परमात्मा को जानने में मदद करता है।