Meaning : ପତିତ ହେବା ଅବା ପଡ଼ିଯିବାର ଅବସ୍ଥା
Example :
ତାର ଅଧୋଗତିପାଇଁ ମୋତେ ଲଜ୍ଜା ଲାଗୁଛି
Synonyms : ନୀଚକର୍ମ, ପତିତଅବସ୍ଥା
Translation in other languages :
Meaning : ଯାହା କମ ହୋଇଯାଉଛି ବା ତଳକୁ ଖସି ଯାଉଛି
Example :
ସେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କର ଅବନତିରେ ମୁଁ ବିଚଳିତ ହେଲି
Translation in other languages :
जो कम हो रहा हो या नीचे जा रहा हो।
उन दोनों के बीच घटते अपनेपन से मैं विचलित हुआ।Becoming less or smaller.
decreasing