Meaning : ଯାହାର ସ୍ଥାପନା କରାଯାଇଛି
Example :
ଏହି ବିଦ୍ୟାଳୟ ମୋର ଜେଜେବାପାଙ୍କଦ୍ୱାରା ସ୍ଥାପିତ ହୋଇଛି
Synonyms : ଅଧିଷ୍ଠାପିତ, ସଂସ୍ଥାପିତ, ସ୍ଥାପିତ
Translation in other languages :
Meaning : କୌଣସି ବିଶେଷ ସ୍ଥାନ ବା ସ୍ଥିତିରେ ସ୍ଥିରଥିବା ବା ଦୀର୍ଘଦିନଧରି ଥିବା
Example :
ଭାରତର ଉତ୍ତରରେ ହିମାଳୟ ଅବସ୍ଥିତ
Translation in other languages :