Meaning : କୌଣସି ଦେଶ ଅଥବା ଜାତିର ଭରଣ ପୋଷଣ, ବର୍ଦ୍ଧନ ତଥା ରକ୍ଷଣ ପାଇଁ ଯେଉଁ ସତ୍ତା ସ୍ଥାପିତ କରାଯାଇଛି
Example :
ରାଜା ନନ୍ଦ ରାଜସତ୍ତା ଉନ୍ମାଦରେ ଅତ୍ୟାଚାର କରିବାକୁ ଲାଗିଲେ
Synonyms : ରାଜସତ୍ତା
Translation in other languages :
Meaning : ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ
Example :
ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ
Synonyms : ଇନଷ୍ଟିଚ୍ୟୁଟ୍, ସଂସ୍ଥା, ସଂସ୍ଥାନ
Translation in other languages :
साहित्य, विज्ञान, कला आदि की उन्नति के लिये स्थापित समाज।
भारतीय प्रौद्योगिकी संस्थान शिक्षा के मामले में विश्व विख्यात हैं।An association organized to promote art or science or education.
institute