Meaning : ଲାଭର ଏହି ଅଂଶ ଯାହା ନିୟୋଜକ କର୍ମଚାରୀମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ
Example :
ଏ ବର୍ଷ ହାରାହାରି ଦଶ ହଜାର ଟଙ୍କା ବୋନସ ମିଳିଛି
Translation in other languages :
Meaning : ଏହି ଧନ ଯହା କୌଣସି କର୍ମଚାରୀଙ୍କ ପାରିଶ୍ରମିକ ବା ବେତନ ବାଦ ଦିଆଯାଇଥାଏ
Example :
ଦୀପାବଳୀରେ ସବୁ ସେବକ ନିଜ ମାଲିକଙ୍କଠାରୁ ବୋନସ୍ ଆଶା କରନ୍ତି
Synonyms : ଇନସେଣ୍ଟିଭ୍, ବୋନସ୍
Translation in other languages :