Meaning : ଯାହାଙ୍କୁ କିଛି ବିଶେଷ ଯୋଗ୍ୟତା ବା କ୍ଷମତା ମିଳିଛି
Example :
ଏମାନଙ୍କ ମଧ୍ୟରୁ କେହି ବି ଏହି ଚାକିରିର ଅଧିକାରୀ ନୁହନ୍ତି
Translation in other languages :
वह जिसे कोई विशेष योग्यता या क्षमता प्राप्त हो।
इस नौकरी का अधिकारी इनमें से कोई भी नहीं है।Meaning : ଉପଯୁକ୍ତ ପାତ୍ର
Example :
ମାତାପିତାଙ୍କ ଚିତାକୁ ନିଆଁ ଦେବାର ପ୍ରଥମ ଅଧିକାରୀ ସେମାନଙ୍କ ପୁଅ ହୋଇଥାଏ
Translation in other languages :
Meaning : କୌଣସି ଉଚ୍ଚ ପଦରେ କାର୍ଯ୍ୟରତ କର୍ମଚାରୀ
Example :
ଶ୍ୟାମର ବାପା ସୈନ୍ୟ ବିଭାଗରେ ଜଣେ ବହୁତ ବଡ଼ ଅଧିକାରୀ ଅଛନ୍ତି
Translation in other languages :
Someone who is appointed or elected to an office and who holds a position of trust.
He is an officer of the court.Meaning : ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି
Example :
ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
Synonyms : ଅଧିକାର ପ୍ରାପ୍ତ, ଅଧିକାର ଯୁକ୍ତ, ହକଦାର
Translation in other languages :
जिसे अधिकार दिया गया हो या जिसे कुछ करने या पाने का अधिकार हो।
दादी की वसीयत के अनुसार राम भी इस घर में रहने का अधिकारी है।Having authority or ascendancy or influence.
An important official.