Meaning : ଋଣ ବଦଳରେ ନିଜର ସର୍ବସ୍ବ ବନ୍ଧକ ରଖୁଥିବା ବ୍ୟକ୍ତି
Example :
ଋଣ ନ ଶୁଝିବା କାରଣରୁ ଅଧିକର୍ତ୍ତାଙ୍କର ସମ୍ପତ୍ତି ଜବତ କରାଯାଇଛି
Synonyms : ଋଣ ଗ୍ରହିତା
Translation in other languages :
ऋण के बदले अपना सब कुछ बंधक रखने वाला व्यक्ति।
ऋण न चुका पाने के कारण आधिकर्ता की संपत्ति ज़ब्त कर ली गई है।Meaning : ଯେଉଁ ଲୋକ ପାଖରେ ବନ୍ଧକ ରଖାଯାଏ
Example :
ଅଧିକର୍ତ୍ତାଙ୍କ ପାଖରୁ ସେ ତାର ଗହଣା ମୁକୁଳେଇଲା
Synonyms : ବନ୍ଧକବାଲା
Translation in other languages :
A person who lends money at interest in exchange for personal property that is deposited as security.
pawnbroker