Meaning : ଯାହା ଅଧା ଖୋଲା ଓ ଅଧା ବନ୍ଦ
Example :
ପିଲାଟି ସକାଳୁ ସକାଳୁ ଅଧାମୁଦା ଆଖିରେ ନିଜ ମାଆକୁ ଅନାଇ ରହିଥିଲା
Synonyms : ଅଧାଖୋଲା, ଅର୍ଦ୍ଧମୁକୁଳିତ
Translation in other languages :
जो आधा खुला और आधा बंद हो।
बच्चा सुबह-सुबह अधमुँदी आँखों से अपनी माँ को निहार रहा था।