Subscribe
URL of the page has been copied to clipboard.
Meaning : କୌଣସି ସଂପତ୍ତିରେ ଅଧା ଭାଗୀଦାର
Example : ସେ ତାର ଅଧାଭାଗ ତା ସାନ ଭାଇକୁ ଦେଇ ଦେଲା
Synonyms : ଅଧାଅଂଶ
Translation in other languages :हिन्दी
किसी सम्पत्ति में आधी साझेदारी।
Meaning : ଯେଉଁ ବ୍ୟବସ୍ଥାରେ ଜମିରୁ ଉତ୍ପାଦିତ ଫସଲର ଅଧା ଅଂଶ ଉତ୍ପାଦନକାରୀକୁ ତଥା ଅଧା ମାଲିକ ପାଖକୁ ଯାଏ
Example : ଗାଁରେ କେତେକ ଲୋକ ନିଜ ଜମି ଅଧାଭାଗରେ ଦେଇ ଦିଅନ୍ତି
वह व्यवस्था जिसमें उपज का आधा हिस्सा उपजानेवाले को तथा आधा मालिक को जाता है।
Install App