Subscribe
URL of the page has been copied to clipboard.
Meaning : ଅଧା ପେଷା ବା କୁଟା ହୋଇଥିବା
Example : ସେ ଅଧାକୁଟା ଅଦା ଚାହାରେ ପକାଇଲା
Synonyms : ଅଧାଛେଚା, ଅଧାପେଷା, ଦରକୁଟା, ଦରଛେଚା, ଦରପେଷା
Translation in other languages :हिन्दी
आधा पिसा या कूटा हुआ।
Install App