Meaning : ଧର୍ମ ବିରୋଧୀ କାର୍ଯ୍ୟ
Example :
ଆଜିକାଲି ସମାଜରେ ଅଧର୍ମର ପ୍ରତିପତ୍ତି ବେଶୀ
Synonyms : ଅଧର୍ମପଣ, କଦାଚାର, କୁଧର୍ମ, କୁମାର୍ଗ, ଦୁରାଚାର
Translation in other languages :
Activity that transgresses moral or civil law.
He denied any wrongdoing.