Subscribe
URL of the page has been copied to clipboard.
Meaning : ମୁହଁର ବାହାର ଆଡ଼କୁ ତଳେ ଓ ଉପରେ ଥିବା ଅଂଶ ଯେଉଁଥିରେ ଦାନ୍ତ ଢଙ୍କା ହୋଇଥାଏ
Example : ମରିବା ସମୟରେ ଶ୍ୟାମର ଓଠରେ ତାର ପୁଅର ହିଁ ନାଁ ଥିଲା
Synonyms : ଓଠ, ଓଷ୍ଠ
Translation in other languages :हिन्दी
मुँह के बाहर ऊपर-नीचे उभरे हुए अंश जिनसे दाँत ढके रहते हैं।
Install App