Meaning : ଅଳଂକାର ଶାସ୍ତ୍ରାନୁସାରେ ନଅ ରସ ମଧ୍ୟରୁ ଏକ
Example :
କୌଣସି ଅସାଧାରଣ ବସ୍ତୁକୁ ଦେଖି, ପଢ଼ି ବା ଶୁଣି ଯେବେ ଆମ ହୃଦୟରେ ବିସ୍ମୟ ଭାବ ଉତ୍ପନ୍ନ ହୁଏ, ଏଭଳି ବର୍ଣ୍ଣନାକୁ ଅଦ୍ଭୁତ ରସ କୁହାଯାଏ‘
Synonyms : ଅଦ୍ଭୁତ ରସ
Translation in other languages :
Meaning : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
Example :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
Synonyms : ଅସମ୍ଭବ, ଆଶ୍ଚର୍ଯ୍ୟ, ତାଜୁବ୍, ବିସ୍ମୟ
Translation in other languages :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseMeaning : ଆଶ୍ଚର୍ଯ୍ୟ ଉତ୍ପନ୍ନ କରୁଥିବା ବସ୍ତୁ
Example :
ତାଜମହଲ୍ ପୃଥିବୀର ସାତୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ
Translation in other languages :
Meaning : ଯାହା ବିଶେଷ ଲକ୍ଷଣଯୁକ୍ତ
Example :
ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ
Synonyms : ଅଜବ, ଅଦ୍ଭୁତପୂର୍ବ, ଅପୂର୍ବ, ଅଲୌକିକ, ଆଶ୍ଚର୍ଯ୍ୟଜନକ, ବିଚିତ୍ର, ବିଲକ୍ଷଣ
Translation in other languages :
जो विशेष लक्षण से युक्त हो।
मत्स्यनारी एक विलक्षण जीव है।Strikingly strange or unusual.
An exotic hair style.Meaning : କରାମତି ବା ଚମତ୍କାର ଦେଖାଉଥିବା ଲୋକ
Example :
ସତ୍ୟ ସାଇବାବା ଜଣେ ଚମତ୍କାରୀ ପୁରୁଷ
Synonyms : ଆଶ୍ଚର୍ଯ୍ୟମୟ, ଚମତ୍କାରୀ
Translation in other languages :
Meaning : ଜିଜ୍ଞାସା ଉତ୍ପନ୍ନ କରିବା ଲୋକ
Example :
ମୋ ସହିତ ଗୋଟିଏ ବିଚିତ୍ର ଘଟଣା ଘଟିଲା
Synonyms : ଜିଜ୍ଞାସାଜନକ, ବିଚିତ୍ର, ବିଲକ୍ଷଣ, ବିସ୍ମୟକାରକକୌତୁହଳଜନକ, ବିସ୍ମୟକାରୀ, ବିସ୍ମୟଜନକ
Translation in other languages :