Subscribe
URL of the page has been copied to clipboard.
Meaning : ଯାହା ଦେଖାଯାଇ ନାହିଁ ବା ତନଖି କରାଯାଇନାହିଁ
Example : ସର୍ବପ୍ରଥମ ଦେଖଣାହାରୀ ଅଦେଖା ବସ୍ତୁଗୁଡ଼ିକୁ ଅବଲୋକନ କଲେ
Synonyms : ଅଦୃଷ୍ଟ, ଅନବଲୋକିତ
Translation in other languages :हिन्दी
जो देखा या जाँचा न गया हो।
Meaning : ଯାହା ଜ୍ଞାନନେତ୍ରରେ ହୋଇନଥାଏ ବା ଆଖିରେ ଦେଖାଯାଉନଥିବାବାଲା
Example : ଈଶ୍ୱରଙ୍କ ଅଦୃଶ୍ୟ ଶକ୍ତି ସବୁଜାଗାରେ ବିଦ୍ୟମାନ
Synonyms : ଅଦୃଶ୍ୟ, ଅଦୃଶ୍ୟମାନ, ଅଦୃଷ୍ଟ, ଅନ୍ତର୍ହିତ, ଅଲକ୍ଷିତ, ଅଲକ୍ଷ୍ୟ
जिसका ज्ञान नेत्रों से न हो सके या दिखाई न देने वाला।
Install App