Meaning : ଦର୍ଶନର ଅଭାବ
Example :
ସେ ନିଜର ଅଦୃଶ୍ୟତାକୁ ବଜାୟ ରଖିବାପାଇଁ ଘରୁ ଆଦୌ ବାହାରକୁ ବାହାରିଲେ ନାହିଁ
Synonyms : ଅଦର୍ଶନ
Translation in other languages :
Meaning : ଅଦୃଶ୍ୟ ବା ଲୁପ୍ତ ହେବାର ଅବସ୍ଥା ବା ଭାବ
Example :
ସ୍ୱାମୀଜୀଙ୍କ ଅଦୃଶ୍ୟତା ଆଜି ପର୍ଯ୍ୟନ୍ତ ଜଟିଳପ୍ରଶ୍ନ ହୋଇ ରହିଛି
Synonyms : ବିଲୁପ୍ତତା
Translation in other languages :