Meaning : ଅତ୍ୟାଚାର କରୁଥିବା ବ୍ୟକ୍ତି
Example :
ଅତ୍ୟାଚାରୀକୁ ଦଣ୍ଡ ମିଳିବା ଦରକାର
Synonyms : ଅତ୍ୟାଚାରୀ ବ୍ୟକ୍ତି, ଅତ୍ୟାଚାରୀ ମଣିଷ, ଅତ୍ୟାଚାରୀ ମନୁଷ୍ୟ, ଅତ୍ୟାଚାରୀ ଲୋକ
Translation in other languages :
Someone who willfully destroys or defaces property.
vandalMeaning : ଯିଏ ଅତ୍ୟାଚାର କରେ
Example :
କଂସ ଜଣେ ଅତ୍ୟାଚାରୀ ଶାସକ ଥିଲେ
Synonyms : କ୍ରୁର, ନୃଶଂସ, ବର୍ବର
Translation in other languages :
Marked by unjust severity or arbitrary behavior.
The oppressive government.