Subscribe
URL of the page has been copied to clipboard.
Meaning : ଅଳ୍ପ ହେବାର ଅବସ୍ଥା ବା ଭାବ
Example : ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
Synonyms : ଅଭାବ, ଅଳ୍ପ, କମ୍
Translation in other languages :हिन्दी English
अल्प या कम होने की अवस्था या भाव।
Lack of an adequate quantity or number.
Meaning : ଯାହା ବହୁତ କମ୍
Example : ଅତିଅଳ୍ପ ବର୍ଷା ହେବାକାରଣରୁ ଧାନରୋଇବା ପଛରେ ପଡ଼ିଯାଇଛି
Synonyms : ଅତି ଅଳ୍ପ, କମ୍, ସ୍ୱଳ୍ପ
जो बहुत ही कम हो।
Deficient in amount or quality or extent.
Install App